ଦେଶ- ବିଦେଶ

ଦୀର୍ଘ ୯ ମାସ ପରେ ମହାକାଶକୁ ବାୟ ବାୟ କହି ପୃଥିବୀ ଫେରୁଛନ୍ତି ସୁନିତା

ନୂଆଦିଲ୍ଲୀ: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)କୁ ବାୟ ବାୟ କହି ପୃଥିବୀ ଆଡ଼କୁ ମୁହାଁଇଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ଉଲ୍ଲେଖନୀୟ ନଅ ମାସର ମିଶନ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ବାୟ ବାୟ କହିଛନ୍ତି ସୁନିତା। 

ମହାକାଶଚାରୀମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ୧୮ ମାର୍ଚ୍ଚ, ୨୦୨୫ (ଆଜି) ଆରମ୍ଭ ହୋଇଛି। ମହାକାଶଚାରୀମାନେ ଆଜି ସକାଳେ ସୁଟ୍ ପିନ୍ଧି ମହାକାଶଚାରୀରେ ପ୍ରବେଶ କରିବା ସମୟରେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଫେରିବା ପୂର୍ବରୁ ‌ସେମ‌ାନେ ମହାକାଶକୁ ବିଦାୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *